(1) ମନର କଷ୍ଟ କୁ କେହି ବୁଝି ପାରନ୍ତି ନାହିଁ
ଶେଷ ରେ ନିଜେ ବୁଝି ଆଗକୁଚା. ଲି ବାକୁ ହୁଏ ଏହାହି ଜୀବନ. ?
(2) ଜୀବନ କୁ ବୁଝିଲି ସମସ୍ତ କୁ ଚିନିଲି.
ଆଉ ବାକି ନାହିଁ. ତେଣୁ ନିଜ କୁ ଏକୁଟିଆ ରଖି ବାକୁ ନିଷ୍ପତ୍ତି ନେଇଛି ଯାହା ଭାରି ଆଗରୁ ନେବାର ଥିଲା
(3)ସେତ ଗୋଟେ ଝିଅ ଥିଲା. ଆଜି କାଲି ଦିନ ରାତି ର ଟାଇମ ବଦଳୁଛି ତାର କାହିଁ ନୂହେଁ ଜୀବନ ରେ ସମିତି କି ବିଶ୍ବାସ କରିବ କେବେ ଭରସା ଭାଗୁ ଥିବା ପିଲା କୁ ନୂହେଁ
(4) ମୁଁ ତାକୁ ଟିକେ ଟାଇମ ମାଗୁଥିଲୀ ହେଲେ ସେ ମୋତେ ଧୋକା ଦେଇ ଗଲା ତାକୁ ମୁଁ ହସ ମାଗିଥିଲୀ ହେଲେ ମତେ ଲୁହ ଦେଇଗଲା.
(5), ମୁଁ ତା ବାଟ ଅନେଇ ଥିଲି ହେଲେ ସେ ଆଉ କାହା ବାଟ ଅନେଇ ଥିଲା ଏହା କଣ ଜୀବନ
ଜୀବନ ରେ ଦୁଃଖ କଣ ଜାଣି ନଥିଲି ହେଲେ ସେ ମୋତେ ସବୁ ଦିନ ପାଇଁ ଦୁଃଖ ଦେଇ ଗଲା
5 ତୁମେ ମୋ ସ୍ୱପ୍ନ ରେ ଅଛ ହେଲେ ମୋ ପାଖରେ ନାହୋ
ତୁମେ ମୋ ହୃଦୟ ରେ ଅଛ ହେଲେ ମୋ ଭାଗ୍ୟ ନାହୋ..
No comments:
Post a Comment