ଟେସନ଼ ରାସ୍ତା ଝିଅ
1958 ର କଥା
ବିରାଜ ସେତେ ବେଳେ ଭଦ୍ରକ ବର ପ୍ରଦାରେ ବିପଲମା ପଢୁ ଥିଲା ସେଠି ତାର ଫାଇନାଲ ଇୟର ଥିଲା. ସେଥିପାଇଁ ପ୍ରାୟେ ବର୍ଷେ ହେଲା ସେ ଗାଁ କୁ ଯାଇନଥିଲା ଫାଇନାଲ ସେମିଷ୍ଟାର୍ ପରୀକ୍ଷା ସରିବା ପରେ ସେ ଗାଁ କୁ ବାହାରିଲା.
ଭଦ୍ରକ ରୁ ତାଙ୍କ ଗାଁ ଗୋବିନ୍ଦପୁର କୁ ଭଦ୍ରକ ରୁ ବସ୍ ଆଉ ଟ୍ରେନ୍ ରେ ଯାଇ ହେବ. ଭଦ୍ରକ ଟେସନରୁ ଦିନ ଚାରି ଟା ରେ ଗାଡି ଧରିଲେ ରାତି ଆଠଟା ରେ ତାଙ୍କ ଗାଁ ଗୋବିନ୍ଦପୁର କୁ ରେ ପହଁଚି ବ
ତେଣୁ ବିରାଜ ବାଗ୍ ଧରି ବାହାରି ପଡିଲା ଟ୍ରେନ୍ ଟିକେ ବିଳମ୍ବ ଥିଲା ଭଦ୍ରକ ଛାଡି ଲା ବେଳକୁ 04:30 ହେଇଯାଉ ଥିଲା ବିରାଜ କୁ ଗୋଟେ ଝରକା ପାଖ ସିଟ୍ ମିଳି ଥିଲା ସେ ନିଜ ଲଗେଜ୍ କୁ ସୁରକ୍ଷିତ ରଖି ଆରାମ୍ ସେ ବସିଗଲା ବହୁତ୍ ଦିନ ପରେ ଗାଁ କୁ ପେରୁ ଛି ତେଣୁ ତା ମନ ଭିତରେ ବହୁତ ବିଳମ୍ବ ଥିଲା ସେତେ ବେଳେ ଆଜିକା ପରି ମୋବାଇଲ ଟେଲି ଫୋନ୍ ନଥିଲା ତେଣୁ ଗାଁ ସହିତ ଯାହା ଚିଠି ପତ୍ର ରେ କଥା କେତେ ବେଳେ ବାପାଙ୍କ ଚିଠି ଆଉ କେତେ ବେଳେ ଭଉଣୀ ର
ଆଜି ସମିତି କୁ ଦେଖିବ ମା ବାପା ଭଉଣୀ ଆଉ ଦୀପୁ ଛୋଟୁ ବାପି ଦୂଷିଆ ଆଉ ସରିତା ଟ୍ରେନ୍ ଗାଁ ପାଖ ଟେସନ ରେ ପହଞ୍ଚୁ ପହଞ୍ଚୁ ରାତି ରାତି ନଅଟା ବାଜି ସାରିଥିଲା ବିରାଜ ଟ୍ରେନ୍ ରୁ ଓଳେଇ ଲା ଛୋଟ
ଟେସନ ଟେ ଦୁଇ ତିନିଟା ଲୋକାଲ ଟ୍ରେନ୍ ରୁହେ ରାତି 08:00 ପ୍ରଜେନନ୍ତ ଗହଳି ରୁହେ. ତା ପରେ କମି ଯାଏ ଅନ୍ଧାର ପକେ ଚାରି ଆଡେ ପୁରା ଅନ୍ଧାର ଥିଲା କେବଳ ଟେସନ ଅଫିସରେ କେବଳ ଗୋଟେ 100 ପାଭାର ବଲ ଜଲୁ ଥିଲା
ଚାରି ଆଡେ ଏପରି ଅନ୍ଧାର ବଟ ବି ଦେଖା ଯାଉନଥିଲା ଟ୍ରେନ୍ ଗଲା ପରେ ଏ ଅନ୍ଧାର ଭୟ ଲାଗୁ ଥିଲା ଗାଁ ଏଠୁ ତିନି କିଲୋ ମିଟର ଦୂର ସହ ଯରେ କେହି ମିଳି ଯାନ୍ତି ବୀରାଜ ଚାଲି ଯାନ୍ତି ଆଜି କିନ୍ତୁ ସେପରି ସମ୍ଭାବନା ନାହିଁ ତେଣୁ ବିରାଜ ଗୋଟେ ଗୋଟେ ଚାଲି ବାକୁ ଲଗିଲା
ସେ ଟେସନ ରୁ ବାହାରି ଜାଣି ପାରିଲାନି ଗାଁ ରାସ୍ତା କୋଉଠା ଛିଡା ହୋଇ ନିଜକୁ ନିନ୍ଦୁଥିଲା କଣ ପାଇଁ ସେକେଣ୍ଡ ହାପରେ ବାହାରୁ ଥିଲା କେଜାଣି ସକଲେ ଆସି ଥିଲେ କଣ ବେଦ ଅଶୁଦ୍ଧ ହେଇ ଯାଇ ଥାନ୍ତା ଭାବୁ ଥିଲା କୁଆଡେ ଯିବ ଏହି ପରି କାହା କଣ୍ଠ ଶବ୍ଦ ଶୁଣି ଚମ୍ପି ପଡିଲା ବିରାଜ.
ଆରେ ବିଜୁ ଭାଇ ଗାଁ କୁ ରାସ୍ତା ଭୁଲି ଗଲୁଣି ନା କଣ ବିରାଜ ସତରେ ଭୟ କରି ଯାଇଥିଲା ବିରାଜ ସେ ଅନ୍ଧାର ରାତିରେ ସେ ସମୟେ ରେ
ଗୋଟେ ଝିଅ ର କଣ୍ଠ ଶବ୍ଦ ଶୁଣି ଯେ କିଏ କି ଶୁଣି ଭୟ କରି ଯିବ.ଦେ ଭୂତ ଦେଖି ଲା ପରି ଚାମୁଚ୍ କଣ ମତେ ଦେଖି ଚିନି ପାରୁନ ବିରାଜ ପାଖରୁ ଦୁଇ ହାତ ଦୂରରେ ଛିଡା ହୋଇ ଥିଲା ଝିଅଟିଏ ଅନ୍ଧାର ରେ ମୁହଁ ନ ଦେଖା ଯାଉଥିଲେ ବି ଚିହ୍ନା ଚିହ୍ନା ଲାଗୁ ଥିଲା କଣ୍ଠ ଟି ଦେଢ ବର୍ଷ ପରେ ଶୁଣୁ ଛି ବିରାଜ ଥଙ୍ଗ ମଙ୍ଗ ହେଇ କହିଲା ମି.. ମି... ମିତା ହ ମିତା ଭୁବନେଶ୍ବର ରେ ରହି +2 ପଡୁଛି ଆଜି ଶନି ବାର ବୋଲି ଗାଁ କୁ ଆସିଛି
ଏବେ ଆସିଲି ତୁମ କୁ ଟେସନ ରେ ତୁମ କୁ ଦେଖିଲି ଦୂର ରୁ ତୁମ କୁ ଚିନି ପାରୁ ନ ଥିଲି ଏଇ ପାଖ କୁ ଆସି ଚିନି ଲି ତୁମେ ତ ବର୍ଷେ ରୁ ଅଧିକ ହେବ ଗାଁ କୁ ଆସି ନା ମୋ କଥା କେମିତି ଜାଣି ପାରିବ.
ମିତା 👉👉👉page two
No comments:
Post a Comment