ହୃଦୟ ଆଘାତ କାହାଣୀ...
ଓଠ ହସ ତ ଅଜଣା ଲୋକ ଦେଇ ଥାନ୍ତି କିନ୍ତୁ ଆଖିର ଲୁହ ତ ନିଜର ଲୋକ ଦେଇ ଥାନ୍ତି.
ମୋ ମନ ର କଥା........
ଗୋଟେ କଥା କହିବି..
ମୋ ଜୀବନ ରେ. କିଛି ତ ଖରାପ ଚାଲିଛି
କୋଉଠି ତ ମୋର ଭୁଲ୍ ରହି ଯାଇଛି ସବୁ କିଛି ଭୁଲ୍ ରହି ଯାଇଛି
ସବୁ କିଛି ଭୁଲ୍ ଯୋଉଠି ଆରମ୍ବ କରୁଛି ଆଗକୁ ଚାଲି ବା ପାଇଁ
ପୁଣି ଆସି ସେଇଠି ଅଟକି ଯାଉଛି ବୁଝି ପାରୁନି
ମୁଁ ଖରାପ ନା. ମୋ କର୍ମ ଖରାପ
ନା ମୋ ସମୟ........?
ନଦୀ ଭାଙ୍ଗି ଗଲେ....
ନଦୀ ଭାଙ୍ଗି ଗଲେ କଣ.
ପାଣି ଅଟକି ଯିବ
ନା ଘଣ୍ଟା ଭାଙ୍ଗି ଗଲେ ସମୟ ଅଟକି ଯିବ
ଘଟି ଯାଇଥିବା ଅତୀତ
କୁ ମନେ ପକାଇ ଯନ୍ତ୍ରଣା ପାଇବା ଅପେକ୍ଷା
ଭବିଷ୍ୟତ ର ସ୍ୱପନ ଦେଖିବା ଭଲ.
ମୋ ଜୀବନ..... "
ଜୀବନ ରେ ଅନେକ୍ ଭୁଲ୍ କରିଛି.
ଆଉ ସବୁ ଠାରୁ ବଡ଼ ଭୁଲ କରିଛି.
କିଛି ଲୋକ କୁ ଅନ୍ଧ ଭଲି ବିଶ୍ୱାସ କରି
ଅଧୁରା ପ୍ରେମ.... |
ମତେ ବ୍ଲକ କରି ଯଦି ଖୁସି ରେ ଅଛ
ତା ହେଲେ ଅନବ୍ଲକ କରିବ ନାହିଁ.
ମୁଁ ତୋ ବାଟରେ କଣ୍ଟା ଥିଲି
ଆପେ ଆପେ ହଟି ଯିବି.
ବାସ୍ ତୁମେ ହିଁ ଖୁଶି ରେ ରୁହ.........
No comments:
Post a Comment