କିଛି ଜାଣିବା କଥା
(1).ମରିବା ଲୋକ ତ ଗୋଟେ ଦିନେ ମରି ଯାଏ..
କାହା କୁ କିଛି ନକହି
ସେଇ ଲୋକ ତ ସବୁ ଦିନ ମରେ ଯିଏ ନିଜ
ଠୁ ଅଧିକା ଆଉ କାହା କୁ ହଉଥାଏ
(2). ବେଳେ ବେଳେ ଜୀବନ ରେ ଏମିତି ସମୟ ଆସେ ନା କାହାକୁ
କିଛି କହି ହୁଏ ନା ସହି ହୁଏ ବାସ୍ ଚୁପ୍ ଚାପ୍ ଦୁନିଆ ଛାଡିବା ପାଇଁ ଇଚ୍ଛା ହୁଏ
(3) ମୃତୁ ଆଉ ପ୍ରେମ. ଏହି ଦୁଇଟି ଜିନିଷ ନ ଜଣାଇ ଚାଲି ଆସନ୍ତି
ଗୋଟେ ନେଇଯାଏ ମନ
ଆଉ ଗୋଟେ ନେଇଯାଏ ଜୀବନ.
(4) କେହି ଜଣେ ପଚାରିଲା କେମିତି ଅଛୁ ମୁଁ ହସି ଦେଲି ଆଉ କହିଲି ଆନନ୍ଦ ରେ ଅଛି
ଖୁସି ଆଉ ଆନନ୍ଦ ଭିତରେ ଫରକ କଣ ମୁଁ କହିଲି
ଖୁସି ରେ ରହିବା ପାଇଁ.... ଟଙ୍କା ଦରକାର ଆଉ ଆନନ୍ଦରେ . ରହିବା ପାଇଁ ମନ କୁ ଶାନ୍ତି ଦରକାର.
(5). ଯଦି କାହାରି ଖୁସି ରେ ହୋଇ ପାରୁନା ତାକୁ କେବେ ଇର୍ଷା. କର ନାହିଁ କାରଣ ସେ ଟିକେ ଖୁସି ପାଇଁ ବହୁତ କଷ୍ଟ କରି ଥାଏ
(6). ଲୋକଙ୍କ କଥା ନ ଶୁଣି କର୍ମ ଉପରେ ବିଶ୍ୱାସ ରଖନ୍ତୁ. କାହିଁକିନା
ଲୋକେ ସ୍ୱାର୍ଥ ସମୟେ ରେ ପ୍ରସଂଶା କରନ୍ତି ଏବଂ ସ୍ୱାର୍ଥ ପୁରଣ ହ. ହେଇଗଲେ ନିଦା କରନ୍ତି..
No comments:
Post a Comment