(1). ଶରିରୀକ ଛୁଇଁବା ବାଳା ଲକ୍ଷ୍ୟ ଲକ୍ଷ୍ ମିଳିଯିବେ ହେଲେ ଯିଏ ହୃଦୟ କୁ
ଯାଏ ବାସ ତାହା ପ୍ରକୃତ ଭଲ ପାଇବା ହୋଇ ଥାଏ
(2) କଥା ନହେଲେ କଣ ହେଲା. ଦୂରରେ ରହିଲେ କଣ ହେଲା.
ସମ୍ପର୍କର ଚେର ଯଦି ଛନ୍ଦି ହୋଇ ଥାଏ
ତାହେଲେ ସେ ସମ୍ପର୍କ ଭାଙ୍ଗିବ ନାହିଁ
(3) ସନ୍ଦେହ ରାଗ ଅଭିମାନ ସେହିଁ ମଣିଷ କରିଥାଏ ଯିଏ
ଆପଣ କୁ ନିଜ ଠାରୁ ଅଧିକ ଭଲ ପାଉଥାଏ. ନହେଲେ ଏ ଦୁନିଆ ରେ କିଏ କଣ କରୁଛି
କାହିକି କରୁଛି ତା ପ୍ରତି କେହି ଗୁରୁତ୍ଵ ଦିଅନ୍ତିନି
(4) ଚକୋଲେଟ୍ ପରି ହୃଦୟ ଲୋ ତୋର
ନିରୀହ ସରଳ ନିସ୍ୱାଥ ମନ.
ଆଜି ଭଲି ଦିନେ କଥା ମୁଁ ଦେଉଛି
ସାଇତି ରଖିବି ସାରା ଜୀବନ
(5). ଯିବାକୁ ଚାହୁଁଛି ମୁଁ ତୁମରି ସାଥିରେ
ମାରିବାକୁ ଚାହୁଁଛି ମୁଁ ତୁମରି ସାଥିରେ ରହିବାକୁ ଚାହୁଁଛି ମୁଁ
ତୁମରି ମନ ରେ ହଜିବା କୁ ଚାହୁଁଛି ମୁଁ ତୁମରି ପ୍ରେମରେ.
(6). ସୁନ୍ଦର ଚେହେରା ଥିବା ମଣିଷ ମାନେ ସବୁ ବେଳେ ଭଲ
ହୋଇ ନଥାନ୍ତି. କିନ୍ତୁ ଭଲ ହୃଦୟ ଥିବା ମଣିଷ ମାନେ
ସବୁବେଳେ ସୁନ୍ଦର୍ ହୋଇନଥାନ୍ତି...
.... (ଶୁଭ ଲକ୍ଷ୍ମୀ)
No comments:
Post a Comment