(1) ମୋ କଥା.....
ତୁମ କୁ ବିରକ୍ତ ଲାଗୁଛି ନା...
ଦିନ ଆସିବ ମୋ ନୀରବତା ତୁମ କୁ
କନ୍ଦେ ଦେବ.....
(2) ତୁ ବଦଲୀ ଗଲୁ ଦୁଃଖ ନାହିଁ. ତୁ ବ୍ଲକ କରି ଦେଲୁ ଦୁଃଖ ନାହିଁ.
ଶେଷ ରେ ଅନ୍ୟ କାହା ପାଇଁ ବଦଲୀ ଗଲୁ ଦୁଃଖ ନାହିଁ
କେବଳ ଦୁଃଖ ଟା ଏତିକି ଯେ...
ତୁ ଯେତେ ବେଳେ ସ୍ଵାର୍ଥ ଖୋଜୁ ଥିଲୁ ନା
ଏ ବିଚରା ମନ ଟା ତତେ ମନେଇ ବାରେ ବେସ୍ତ ଥିଲା..
(3) ତୁମ କୁ ହରେଇ କଷ୍ଟ ପାଇଛି.
ସିନା କିନ୍ତୁ ଅବଶୋଷ ନାହିଁ.
ଯିଏ ଜାଣିଶୁଣି କଷ୍ଟ ଦେଇପାରେ.
ସେ କେବେ ସୁଖ ଦେଇ ପାରେନାହିଁ..
(4) ଜୀବନ ର ରାସ୍ତା ବହୁତ୍ ଲମ୍ବା ଏଠି ବହୁତ୍ ଲୋକ ମିଳି ବେ କିଏ.
ତୁମ ସହ ସାରା ଜୀବନ ସାଥୀରେ ରହିବ କି ନାହିଁ କେହି ଜାଣିନାହାନ୍ତି. ସେଥି ପାଇଁ ଯିଏ ସାଥୀ ରେ ରହୁଛି ତାକୁ ରହିବାକୁ ଦିଅ
ଯିଏ ଯିବାକୁ ଚାହୁଁଛି ତାକୁ ଯିବାକୁ ଦିଅ..
(5) କେହି ତୁମ କୁ ଦୂରେ ଦେଲା ବୋଲି ମନ ଦୁଃଖ କରନି.
ବରଂ ନିଜକୁ ଏମିତି ଯୋଗ୍ୟ କର ଯେ ତୁମ କୁ ଦେଖି ବା ପରେ
ସେ ନିଜ କୁ ନିଜେ ପ୍ରଶ୍ନ କରିବ କି ମନିଷ ଚିହ୍ନି ବାରେ.
ଭୁଲ୍ କରି ଦେଲି.
(6) ଚେହେରା କୁ ସମସ୍ତେ ସୁନ୍ଦର କରନ୍ତି ହେଲେ କେହି ହୃଦୟ କୁ ସୁନ୍ଦର କରନ୍ତି ନାହିଁ..
ସମୟ ମିଳିଲେ ହୃଦୟ କୁ ସୁନ୍ଦର କରିବା ପାଇଁ ଚେଷ୍ଟା କରିବେ.
ଦୁନିଆ ରେ ସୁନ୍ଦର ଚେହେରା ମିଳି ଯିବ. କିନ୍ତୁ ହେଲେ.
ସୁନ୍ଦର ହୃଦୟ ମିଳିବା ବୋହୁତ୍ କଷ୍ଟ......
(7) ମଣିଷ ସେତେ ବେଳେ ଅଧିକ୍ ହାରିଯାଏ. ଯେତେ ବେଳେ ସେ ନିଜେ ବୁଝି ପାରେ ଯେ. ଯାହା କୁ ସେ ନିଜର ଭାବୁଛି ତା ପାଇଁ ସେ କିଛି ବି.
ନୂହେଁ..
(8) କେମିତି ଭାବୁଚୁ ମୁଁ ଭୂଲି ଯିବି ତତେ ମୁଁ ନୂହେଁ..
ମୋ ହୃଦୟ ପସନ୍ଦ କରିଛି ତତେ...
ବିଶ୍ଵାସ କରେ ମୋ ହୃଦୟ.
ସମ୍ଭାଳି ରଖିବ ତତେ.
(9). ପରିସ୍ଥିତି ଆଉ ବାହାନା ଦେଖାଇ ସମ୍ପର୍କ....
ଭାଙ୍ଗୁଥିବା ଲୋକ ଜୀବନ ରେ କଦାପି ସମ୍ପର୍କ. ର
ମୂଲ୍ୟ ବୁଝି ପାରନ୍ତି ନାହିଁ କି କି କଦାବି ଶାନ୍ତି ରେ ରହି ପାରନ୍ତି ନାହିଁ.
(10).କହିବା ବାଲା ତ କେତେ କଥା କହିକି ଚାଲି ଯାଆନ୍ତି.
ହେଲେ କେବେ ଭାବନ୍ତି ନାହିଁ.
ସହିବା ବାଲା କୁ କେତେ କଷ୍ଟ ହୁଏ ବୋଲି
(11). ମନ ଭରି ଗଲେ ସେଇ ନିଜର ନିଜର କହୁଥିବା ଲୋକ
ଏମିତି ବଦଲୀ ଯାନ୍ତି.
କେବେ ଆଗରୁ ଚିହ୍ନି ନାହାନ୍ତି.
(12). ଜୀବନ ରେ କେବେ ଗର୍ଭ କରିବେନି କାରଣ ଭାଗ୍ୟ ସର୍ବଦା. ସବୁ.ବେଳେ ବଦଲୁ ଥାଏ
ଆଇନା ସବୁବେଳେ ତା ଜାଗାରେ ଥାଏ କିନ୍ତୁ ଚେହେରା.
ସବୁ ବେଳେ ବଦଳୁ ଥାଏ.
(13). ଏମିତି ଲୋକ ପାଖରୁ ସାବଧାନ ରୁହନ୍ତୁ. ଯେତେବେଳେ. ଜଣେ ନିଜର ଲୋକ ମିଛ ପରେ ମିଛ କହି ଚାଲେ ହେଲେ.
ସତ ଟା ଆମ କୁ ଜଣା ଥାଏ.
ସେତେବେଳେ ହୃଦୟ ସହ ବିଶ୍ୱାସ ହିଁ ମରିଯାଏ.
(14).
No comments:
Post a Comment