Thursday, June 22, 2023

Sed Love Story Short Lyrics


   ଗୋଟେ ଝିଅ ବଦଳୁଛି କେମିତି ଜାଣିବ

No. (1). ସେ ତୁମ କୁ ପ୍ରଥମେ ବାହାନା କରିବା ଆରମ୍ଭ କରିବ

 (2). କଥା ହେବା କମ୍ କରିବାକୁ ଲାଗିବ.
(3).call କରିବା ହିଁ କମ୍ କରିବ. 
    

   ବାହାନା.   ମୋ ର କାମ ଅଛି ବୋଲି ଡାକିଲା ରୁହ ପରେ କଥା ହେବି 

             ତୁମେ କଥା ହେବା ପାଇଁ ଚାହିଁବ ସେ କହିବ ମତେ କିଛି କାମ             କରେଇ ଦେବନି ମୋ ତେ ଖୋଇ  ପେଇ ଦେବନି 
           ଛିଡି କି କହିବ,   ହେଲେ ସେ ସେପ ଟରେ ଭଲ କଥା 
         ହେଉଥିବ ସମିତି କ ସହିତ. 

କଥା ହେବା କମ୍ କରିବ :

          ତୁମ କଲ୍ କରିବ ସେ କହିବ କଣ କରୁଛ. 

         ମୋ ଧନ ମୋ ଗେଲୁ ଏମିତି କହିକି kiss 

           ଚାରି ପାଞ୍ଚ ଟା ଦେବ ଦେଇ ସରିଲା ପରେ 

      କହି ବା ହଉ ମତେ ନିଦ ଲଗିଲାଣି  ମୁଁ ପରେ କଲ୍ କରିବି 

     ଦେହ ଟା ଭଲ ଲାଗୁନି. ହଉ ମୁଁ ରହୁଛି. ଉଠିଲେ କଲ୍ କରିବି 

  ସରିଲା  ସେଦିନ ସରିଲା..... 

  

କଲ୍ କରିବା କମ୍ 


ସବୁ ବେଳେ online ରହିବ କଲ୍ କି messg କରିବନି 

ପଚାରିଲେ କହିବ ମୁଁ ନୂହେଁ ଦିଦି ଥିଲା Online ରେ 

ମୋ ମୋବାଇଲ୍ ପାଉନି କଲ୍ କରିବି କେମିତି. 

  କାମ ଥିଲା ଟିକେ. କଲ୍ କରି ପାରିଲିନି 

ଏମିତି ବହୁତ୍ ବାହାନା ବାହାରି ବ. 



ସେତେ ବେଳେ ଜାଣିବ କଥା ହେବା ପାଇଁ ଟାଇମ ନୂହେଁ ତା ଲାଇଫ କୁ ଆଉ କିଏ ଆସି ସାରିଲାଣି. ବୁଝି ଯିବ. 

କିନ୍ତୁ ବୁଝେଇ ବନି କାରଣ ଯିଏ ତୁମ ଭଲ ପାଇବାକୁ ବୁଝି ହିଁ ପାରିଲାନି ଆଉ କୁଆଡେ ଗଲା ଆଉ ଥରେ ତୁମ କୁ ଛାଡି କି ଗଲା ତାକୁ ଯେତେ ବୁଝେଇ କି ଯାହା କରିକି ରଖ ସେ କେବେ ରହିବନି.. 

  ତେଣୁ ତାକୁ ତା ବାଟରେ ଯିବା କୁ ଦିଅ. 


           

No comments:

Post a Comment