Wednesday, June 21, 2023

Sed Short Story Lyrics Love

   

 (1). ଜଣ କୁ ତୁମେ ଯେତେ ବି ଭଲ ପାଓ ଯେତେ ବି time

             ସେ ସେତେବେଳେ ପର୍ଯନ୍ତ କଥା ହେବ ତୁମେ ତା ମନ ରେ

      ଥିବ ଯେତେ ବେଳେ ଆଉ କିଏ ତା ନଜର କୁ ଆସିବ ବ ନା

      କଥା ନ ହେବା ପାଇଁ ବାହାନା ଖୋଜିବ.


     କେମିତି ନା ମୋର କାମ ଅଛି ମୁଁ ଭୁଲି ଯାଇଥିଲି କଲ୍ କରିବା ପାଇଁ.

     କଥା ହେବନି କହିକି କଥା ହେବ କିନ୍ତୁ ଆଗ ପରି ନୂହେଁ ବହୁତ୍ କମ୍

   ଟାଇମ ଦେବା ଆରମ୍ଭ କରି ବ ଆଉ ବାହାନା ଅଧିକ ବାହାର୍ କରିବ.

      

    ସେତେ ବେଳେ ବୁଝି ଯିବ ଯେ ତୁମ love ତା ମନ ରେ ଆଉ କିଏ ଆସି ଗଲାଣି ତୁମ ଜାଗା ରେ ଆଉ କିଏ ରହିବା ଆରମ୍ଭ କରି ଲାଣି.

    

 ମନ ର ମନିଷ ପାଖରେ ସବୁ କହିଲା ପରେ ଯଦି ସେ ବଦଳି ଯାଏ ମନ ର କଥା କାହା କୁ କହିବ.


ମୁଁ ତ ସେତେ ବେଳେ ବୁଝି ସାରିଥିଲି. ଯେତେ ବେଳେ ମୁଁ ତୋ ସହିତ କଥା ହେବା ପାଇଁ ଅପେକ୍ଷା କରି ଥିଲି ହେଲେ ତୁ ଆଉ କାହା ସହିତ କଥା ହେବାର ବେଷ୍ଟ ଥିଲୁ.

        ମୁଁ ତ ସେତେ ବେଳେ ବୁଝି ଯାଇ ଥିଲି ଯେତେ ବେଳେ ମତେ ଲାଇନ୍ ରେ ରଖି କି ସିଆଡେ କଥା ହେବା ର ବେଷ୍ଟ ଥିଲୁ..

    ହେଲେ ତୁ ବୁଝି ହିଁ ପାରୁନୁ ଭଲ ପାଇବା କୁ ପାଇବା କୁ ହେଲେ କାହିଁ କେତେ ଦିନ କେତେ ମାସ କେତେ ବର୍ଷ ଲାଗିଥାଏ ହେଲେ ଭାଗୀ ବା ପାଇଁ ଗୋଟେ ସେକେଣ୍ଡ ହିଁ ଲାଗିଥାଏ.

 ମନେ ରଖେ ତୁ ସେତେ ବେଳେ ବୁଝି ବୁ ଯାହା ପାଇଁ ମତେ ଛାଡ଼ୁଚୁ.

       

         ଦିନ ଆସିବ ସେ ଆଉ କାହା ପାଇଁ ତତେ ଛାଡିବା. 

No comments:

Post a Comment