Odia Short Story Lyrics Sed
(1).ଏମିତି ଲୋକ ମାନଙ୍କ ଠାରୁ ସାବଧାନ ରୁହନ୍ତ
ଯେତେବେଳେ ଜଣେ ନିଜର ଲୋକ ମିଛ ପରେ ମିଛକ ହିଚାଲେ ହେଲେ ସତ ଟା ଆମକୁ ଜଣା ଥାଏ ତ ସେତେବେଳେ ହୃଦୟ ସହ ବିଶ୍ବାସ ବି ମରିଯାଏ.
(2). ଗୋଲାପ ଓ ପ୍ରିୟା "
ଗୋଲାପ ଦେଖୁଲେ କେବେ ମୋ ପ୍ରିୟାର ଗୋଲାପି ଗୋଲାପି ମିଠା ମଠା ଅଧର ମନେ ପଡିଯାଏ।
ସବୁଜ ପତ୍ରର ଶାଢୀରେ ସଜାଇ କଣ୍ଟକିତ ଡେମ୍ଫରେ
ଗୋଲାପ ତୁ ହସିଦଉ ସିନା,
ହେଲେ ମୋ ପ୍ରିୟା ହସିଦେଲେ ଥରେ ଲକ୍ଷେ ଗୋଲାପ ଲାଜେଇ ଯାଏ.
ତତେ ଛୁଇଁବାକୁ ସିନା ସମସ୍ତଙ୍କୁ ମନା ହେଲେ ମୋ ପ୍ରିୟା ର ଗୋଲାପି ଓଠକୁ ଛୁଇଁବାକୁ ମୋତେ ନାହିଁ ମନା.
(3). ସକାଳର ତୁମେ. ସୁନେଲି କିରଣ ରାତିରେ ଜହ୍ନର ଜ୍ୟୋତ୍ସ୍ନା, ପାହାନ୍ତି ସପନେ.
ତୁମେ ମୋ ପ୍ରେମିକା. ମଧ୍ୟାହ୍ନରେ ମୋର ତୃଷ୍ଣା,
(4) ଜୀବନରେ ଜଣକୁ ଭଲପାଇବା. ବହୁତ୍ ସହଜ
ହେଲେ ଏମିତି ଜଣକୁ ଖୋଜିବା.
ଯିଏ ତମକୁ ବି ଭଲପାଉଥିବ. ସେଇଟା ବହୁତ୍ କଷ୍ଟ
(5). ମୋର ସେହି ଭଲପାଇବା ହେଉଛ ତମେ,
ମୋର ସେହି ଭଲ ପାଇବା ହେଉଛ ତମେ. ତ ଭଲପାଇବା.
ଆଖୁ ଖୋଲୁ ଖୋଲୁ ଯେଉଁ ଚେହେରା ଏମନ ଦେଖୁବାକୁ ଚାହିଁଥାଏ ।
ସେହି ତ ଭଲପାଇବା. ଯେତେ ଦୁଃଖ ରେ ଥିଲେ ବି
ଦୟ ଯାହାପାଇଁ ସୁଖର ପ୍ରାର୍ଥନା କରିଥାଏ ।ସେହି ତ ଭଲପାଇବା. ଯେତେ ଭୁଲିବାକୁ ଚାହିଁଲେ ବି
ଏ ହୃଦୟ ଯାହାକୁ ଭୁଲିପାରିନଥାଏ।. ସେହି ତ ଭଲପାଇବା.
ଯାହା ବିନା ବଞ୍ଚି ହୋଇନଥାଏ କିମରି ବି ହୋଇନଥାଏ ।
(6). ବଣର ରାଜା ବାଘ ମରୁଭୂମିର ରାଜା ଓଟ
Kiss କରିବାକୁ ଇଚ୍ଛା ହୁଏ ସିନା
ପାଖରେ ନାହି ମୋ ପ୍ରିୟାର ଓଠ।
(7). ସରଗର ପରୀ ରାଜକୁମାରୀ ମୋ ସାଗରର ତୁ ମୁକୁତା
ହୃଦୟର ରାଣୀ ଅଟୁ ତୁ ମୋର ତତେ ଭାବି ଲେଖ
ମୁଁ ନୀତି କବିତା.
(8). ତୁମେ ମୋତେ ଯେତେ ଗାଲି ଦେଲେ ବି ମୁଁ ସେ ସବୁ ଭୁଲିଯାଏ କାରଣ.
ସେଥୁରେ ତୁମ ରାଗ ନାହିଁ. ଖାଲି ମୋ ପାଇଁ ଭଲପାଇବା ଅଛି ।
ମୁଁ ଜାଣିଛି.
(9). ଜୀବନ ବଡ଼ ଅଜବ ଏ ଜୀବନ ଜଞ୍ଜାଳ କିଛି ସତ କିଛି ମିଛ
କେବେ ସିନ୍ଦୁର ପିନ୍ଧାଇ ସଧବା ସଜ କେବେ ଭାଙ୍ଗିଦିଏ ପାଣିକାଚ।
ଦୁନିଆ ଆଗରେ ହସିବାକୁ ହୁଏ ଛାତି ତଳେ ରଖ୍ କୋହ ମନର କଥାକୁ କା ଆଗେ କହିବି କେହିବି ନିଜର ନୁହଁ।
ଚାଲୁ ରହିଥାଉ ଜୀବନ ସଂଗ୍ରାମ ଜାରିରହୁ ଅଭିନୟ
ବଞ୍ଚିଥିବା ଯାଏଁ ଖୁସି ବାଣ୍ଟୁଥ୍ବି କାହିଁ ବା ହେବି ଅଥୟ.
(10). ପାଖେ ଆସି ଥରେ ନିରବେ ବସ ସବୁ ପାରନ୍ମା ଜାଣି ପରି ନିରବେ ରୁହନ୍ତି.
ହସି ଦୁଃଖ ସବୁ ନିଅନ୍ତୁ କିଣି ଅକୁହା କଥାରୁ ମନ ଜାଣିସତେ ମନେ ଭରି ଦେବ ସରସତା.
ଏମିତି ମିଳନ୍ତା ସାଥୀ ଟିଏ ଯଦି ଜୀବନେ ଭରନ୍ମା ସଫଳତା ମନ କଥା ନଜାଣିଲା.
(11). ଗୋଟେ ଅବୁଝା କବିତା.
ଗୋଟେ ଅବୁଝା କବିତା କବିତା ପଢି ବୁଝିହୁଏ ନାହିଁ.
ଏ ଜୀବନ ନୁହଁ ଖେଳଣା କଣ୍ଢେଇ ଖେଳି ଭାଙ୍ଗିଦେବା ପାଇଁ.
(12). ସନ୍ଦେହ ର କିଛି ଚିକିତ୍ସା ନାହିଁ...
"ଚରିତ୍ର ର କୌଣସି ପ୍ରମାଣ. ନାହିଁ..
"ମୌନ" ରହିବାଠାରୁ ପ୍ରୟାସ ନାହିଁ..
ଆଉ "ଶବ୍ଦ. ଠାରୁ କଡା ବାଣୀ. କିଛି ନାହିଁ.
(13). ସମୟ ସହିତ ଧୀରେ ଧୀରେ ସବୁକିଛି ବଦଳିଯାଏ,
ଯେମିତିକି ଲୋକମାନେ ସମ୍ପର୍କ ,ବେଳେବେଳ ଆମେ ନିଜେ ବି.
(14). ନିଜକୁ ଅତି ଚତୁର ଭାବୁଥିବା ମଣିଷ ନିଜେ ବୁଝି ପାରେନାହିଁ ଏଦୁନିଆର ପ୍ରତ୍ୟେକ ଘଟଣା ଆଉ ପରିସ୍ଥିତି ଉପରେ ଜଣେ କାହାର ନଜର ରହିଥାଏ.
ଅତୀତ ଭବିଷ୍ୟତ
(15). ଅତୀତ ଭବିଷ୍ୟତ ଦୁଇଟା ହିଁ ଅଦ୍ଭୁତ
ଅତୀତକୁ ଫେରି ପାଇବେ ନାହିଁ ଆଉ
ଦେଖିପାରିବେ ନାହିଁଭ ବିଷ୍ୟତକୁ
ଅଥଚ ମଣିଷ ଅତୀତକୁ ନେଇ କଷ୍ଟ
ପାଏ, ଭବିଷ୍ୟତ କୁ ନେଇ ଚିନ୍ତା କରେ ଆଉ ବର୍ଷମାନକୁ ହସ ଖୁସିରେ କାଟିବାକୁ ଭୁଲିଯାଏ.
(16). ମୋ ଧନ ଯଦି ତମେ ମୋତେ ନିଜର ଭାବି ଥା......
ତେବେ ସମୟ ଦେଇ ଥାନ୍ତି ବାହାନା ନୁହେଁ ଧନ ର
No comments:
Post a Comment