Monday, July 10, 2023

Odia Shayari Text - Odia SMS

Odia Shayari SMS




 ସକାଳର ତୁମେ ସୁନେଲି କିରଣ. ରାତିରେ ଜହ୍ନର ଜ୍ୟୋସ୍ନା

ପାହାନ୍ତି ସପନେ ତୁମେ ମୋ ପ୍ରେମିକା, ମଧ୍ୟାହ୍ନରେ ମୋର ତୃଷ୍ଣା... 


ମୁ ଜାଣିନି

ମୋ ଭଲପାଇବା ପ୍ରତି ତୋ ମନରେ କ'ଣ ଅଛି

ଘୃଣା କିମ୍ବା ପ୍ରେମ, କିନ୍ତୁ ମୁଁ ଏତିକି ଜାଣିଛି ?ତୁ ମୋ ହୃଦୟରେ

ଛୋଟ ଘରଟିଏ କରି ସାରିଛ। ସେଥୂପାଇଁ ତୋ, ପ୍ରେମରେ ମୁଁ ପାଗଳ



ତା ଖୁସି ପାଇଁ, ମୁଁ ଚୁପ୍ ହେଇ ଯାଇଛି, ନହେଲେ

ମତେ ବି ଜଣା ଅଛି ...

ବଦନାମ କେମିତି କରାଯାଏ.

Odia shayari Images



କିଛି ଲୋକ ଭାବନ୍ତି call ନ କଲେ, କି କଥା ନ ହେଲେ

ଆମ ସମ୍ପର୍କ ଭାଙ୍ଗିଯିବ ବୋଲି, ହେଲେ ତାଙ୍କୁ କିଏ ବୁଝାଇବ

ସମ୍ପର୍କ  ନୁହେଁ, 💗💗ହୃଦୟ ରୁ ହେଇଥାଏ......


କେବେ କେବେ ନିଜର କଥା, କହିବାର ଶୈଳୀ କୁ ବଦଳାଇ

ତ ଦେଖ... କିଏ ତୁମକୁ, କେତେ ଭଲ ପାଏ, ଆପେ, 

ଆପେ ଜାଣି ପାରିବ..


ମୁଁ ତମ ବିନା ବଞ୍ଚି ପାରିବିନି, କହୁଥିବା ଲୋକଟା

ଆଜି ଦେଖୁଲେ  ନ ଦେଖି ପରୀ ଚାଲି ଯାଉଛି,, 


ଝଗଡା ତ ସବୁ ସମ୍ପର୍କ ରେ ଥାଏ,

ହେଲେ ଝଗଡା ପରେ ଜିଦି ପକେଇ, 

ରହିବା ଉଚିତ ନୁହେଁ !ଭଲ ସମ୍ପର୍କ ତିଆରି କରିବାକୁ, 

ଯୁଗ ଲାଗିଯାଏ,କିନ୍ତୁ ଭାଙ୍ଗିବାକୁ ଗୋଟେ ମିନିଟ, 

ଲାଗେନି !ଝଗଡା ପରେ ଆଉ ଥରେ, ମିଶିଗଲେ, 

ସବୁ ସମସ୍ୟା ର ସମାଧନ, ହେଇଯାଏ,

କାରଣ ଭୁଲ ତୁମର ହେଉ ବା,, ମୋର, 

ସମ୍ପର୍କ ତ ଆମ ଦୁହିଁଙ୍କର ନା...!

Odia Shayari Text



Problem -

ଏମିତି ମୋ ପଛରେ ପଡିଛି, ଯେମିତି ମୁଁ ତାର .

ପ୍ରଥମ ପ୍ରେମ ...!! 


🌎🌎ପୃଥ୍ବୀ ରଙ୍ଗ ବଦଳାଏ, 

ସୂର୍ଯ୍ୟ ବୁଡି ଗଲେ..ଆଉ ମଣିଷ ରଙ୍ଗ ବଦଳାଏ, 

ସ୍ବାର୍ଥ ସରି ଗଲେ..



ମୁଁ କେବେ ସପ୍ନରେ ସୁଦ୍ଧା, ଭାବି ନଥୁଲି ମୋ ଜୀବନରେ ଏମିତି ଏକ

ସମୟ ଆସିବ.କାନ୍ଦିବାକୁ ତ ପଡ଼ିବ ପୁଣି ନିଜ, 

ଲୋକଙ୍କୁ ଲୁଚାଇ..!

Top images


ଦୁଃଖ ଏଠି ସମସ୍ତଙ୍କର, ଫରକ୍ କେବଳ ଏତିକି

କିଏ ଲେଖୁ,,, ଦୁଃଖ ଦୁର କରୁଛି ତ ...

ଆଉ କିଏ ପଢ଼ିକି,,,,,! 


ଯାହା ମୁଁ ମାଗିଛି ନିଜ ପାଇଁ ନୁହେଁ, ସବୁତ ତୁମରି ପାଇଁ,

ଆଜି ମୁଁ ହାରିଛି ଜୀବନରେ ବାଜି, ଜାଣେ ନା ମୁଁ କାହା ପାଇଁ ।




My Life....

(1)ସକାଳୁ ଉଠ Latin ଜାଅ Brush କର

କଣ ଟିକେ ଖାଇଦେଇ Phone ଟିଏ।

(2)ଗାଧେଇବା Time ହେଲେ ଗାଧାଅ ଖାଅ

ଟିକେ Phone ଦେଖ ସୁଅ।

(3) ପୁଣି ଉଠ ଖେଳିବା ପାଇଁ ଯାଅ ଆସିକି

ଗୋଡ଼ ହାତ ଧୋଇ Phone ଦେଖ।

(4) ରାତି ହେଲେ ପୁଣି ଖାଅ Phone ଦେଖ ସୁଅ।


ପୁଣି 1 Number କୁ ପଳି ଆସ ଏଇତ

ଜୀବନ ଆଉ।😜😜😜😜


               


ତୁ ମୋ ସ୍ବପ୍ନରେ ଅଛୁ, କିନ୍ତୁ ପାଖରେ ନାହୁଁ।

ତୁ ମୋ ହୃଦୟରେ ଅଛୁ, କିନ୍ତୁ ଭାଗ୍ୟରେ ନାହୁଁ।


ଜୀବନ ଏମିତି ଏକ ରାସ୍ତା, ତମେ ଦୁଃଖରେ ଚାଲିଲେ

ରାସ୍ତା ଲମ୍ବା ଲମ୍ବି ଯିବ, ଆଉ ହସିକି ଚାଲିଲେ, ରାସ୍ତା କେତେବେଳେ ସରିଯିବ, ଜଣା ପଡିବ ନାହିଁ,,,,,,! 


ମୋର ଏବେ ବି ମନେ ଅଛି, କେହି ଜଣେ, 

କହିଥିଲା ମତେ ମିଛରେ, ସାରା ଜୀବନ, 

ରହିବି ତମ ସାଥୀରେ ...


ଜୀବନ ଏମିତି ଏକ ରାସ୍ତା, ତମେ ଦୁଃଖରେ ଚାଲିଲେ, 

ରାସ୍ତା ଲମ୍ବି ଲମ୍ବି ଯିବ, ଆଉ ହସିକି ଚାଲିଲେ, 

ରାସ୍ତା କେତେବେଳେ ସରିଯିବ, ଜଣା ପଡିବ ନାହିଁ,...!


ମଣିଷ ମରିବ ସବୁତ ସରିବ.. 

। ୧ସ୍ନେହ ତ ସରିବ ନାହିଁ. ସେଇ । ସ୍ନେହ ମୋତେ ଓ ପାଗଳ କରିଛି, 

ତୁମକୁ ପାଇବା ପାଇଁ,,,! 


ପ୍ରେମ  ଆଉ ସ୍ୱପ୍ନ 

ସବୁ ଗରିବ ପିଲାଙ୍କ 

ଭାଗ୍ୟ ରେ ନ ଥାଏ.. 


ଭଲ ଲାଗୁ ଥିବା ଭଲ, ମଣିଷ ହଜାରେ ମିଳିବେ ।

ଭଲ ପାଉ ଥୁବା ଗୋଟେ ବି, 

ମଣିଷ ଭାଗ୍ୟରେ ରେ ଷ୍ଟେଲେ ମିଳିବେ,,,! 🙄🙄🙄


🌹🌹ଗୋଲାପ ଫୁଲକୁ ଭଲ ପାଉଥିଲି,କଥା, ମାଡ, ଗାଳି ସହିତ, 

ସେହି ପ୍ରେମ ଆଜି ମଉଳି ଯାଇଛି,ମନର ଶରଧା ନାହିଁ ।



କିଏ କୁହେ ପ୍ରେମ ନିଶା ବନିଯାଏ,କିଏ କୁହେ ପ୍ରେମ କଦେଇ ଦେଇଥାଏ,

ପ୍ରେମ ଯଦି ସଚ୍ଚା ହୋଇଥାଏ,ବଞ୍ଚିବାର ସାହାରା ବନିଯାଏ... 



ମୁଁ ତୁମକୁ ଭୁଲିବାକୁ ଚାହୁଁନି ମୋ ପାଗେଳି, ମୁଁ ସାରା ଜୀବନ ତୁମ ପାଖେ ପାଖେ, ରହିବାକୁ ଚାହେଁ ମୁଁ କେବଳ ତୁମକୁ, ଚାହେଁ ମୁଁ କେବଳ ତୁମକୁ ହିଁ, ଭଲ ପାଏ କେବଳ ତୁମକୁ,,,,,,!! 


କାଗଜ ଫୁଲୁର ଦାସ ନାହିଁ. ତଥାପି. ଦିଶେ ସେ ସୁନ୍ଦର

ମୋ ପ୍ରେମିକା ହୃଦୟରେ, ମୋ ପାଇଁ ଜାଗା ନାହିଁ, 

ତଥାଣି ଲାଗେ ସେ ନିଜର, 


ହୁଏତ ଦୁନିଆରେ ତୁମ ପରି, ବହୁତ ମିଳିବେ, 

କିନ୍ତୁ ତୁମେ ତ ମିଳିବନି, ସେଥ୍‌ ପାଇଁ, 

ମୁଁ ତୁମକୁ ହିଁ ତାହେଁ,, 

I Love You




I Miss U

ତୁମର ସବୁ ଭୁଲ୍ ଜାଣିବା ପରେ ବି,  ଯିଏ ତୁମ ହାତ ଛାଡେନି

ସେହିଁ ତୁମକୁ ପ୍ରକୃତ ରେ ଭଲ ପାଏ,,


ଯେଉଁଠି ବିଶ୍ବାସ ଓ ଭଲ, ପାଇବା ରହିଥାଏ ଜଣେ, 

ଯେତେ ଦୂରରେ ରହିଲେ, ମଧ୍ୟ, ସବୁବେଳେ ସେହି. ପାଖେ ପାଖେ ସାଥ୍‌ରେ, ଥୁଲା ଭଳି ଅନୁଭବ ହୁଏ,,,


ଟିକେ ଶୁଣନା...ମୋର ଗୋଟେ ଛୋଟିଆ ଇଛା ପୂରଣ କରିବ ?

ତୁମେ ସବୁଦିନ ପାଇଁ ମୋର ହେଇ ରହିବ ?


ସେ ବଦଳି ଗଲା, ଭୁଲ ତାର ନଥିଲା, ଭୁଲ ମୋର ଥିଲା, 

ମୁଁ ତା ଭଳି ...ବଦଳି ପାରିଲିନି,,,, 😭


ଅପେକ୍ଷା...କେତେ ଯେ କଷ୍ଟ, କେବଳ, ସେ କହିପାରିବ..ଯିଏ ପ୍ରେମରେ

ହାରି ଯାଇଛି... 



ମନ ଖରାପ ଅଛି ହେଲେ ତୋ, ଉପରେ ଲାଗିଛି..

ହୃଦୟରେ ଅଛି ହେଲେ ତୋ ପାଖରେ ନାହିଁ, 

ଆଉ ମିଛ କହିବିତ ମୋ ପାଖରେ,  ସବୁ କିଛି ଅଛି. ସତ

କହିବାକୁ ଗଲେ ତୋ ବିନା କିଛି ନାହିଁ,,,,,


କୌଣସି ବ୍ୟକ୍ତିକୁ ଅବହେଳା କରନ୍ତୁ. ନାହିଁ

ତୁମକୁ ଭଲ ପାଉଥିବା,ତୁମର ଯନୂ ନେଉଥିବା ଏବଂ, ତୁମକୁ ମନେ ପକାଉଥିବା, ବ୍ୟକ୍ତିଙ୍କୁ, କଦାପି ଅବହେଳା କର, ନାହିଁ !

କାରଣ ଦିନେ ତୁମେ ନିଦରୁ, ଜାଗ୍ରତ ହୋଇ ଅନୁଭବ, କରିପାରିବ

ଯେ ତାରାଗୁଡ଼ିକୁ, ଗଣିବାବେଳେ, ତୁମ ଚନ୍ଦ୍ର ହରାଇଛି ।



 କିଛି ଲୋକ ଭାବନ୍ତିନ, କଲେ

କି କଥା ନହେଲେ, ଆମ ସମ୍ପର୍କ ଭାଙ୍ଗିଯିବ ବୋଲି, 

ହେଲେ ତାଙ୍କୁ କିଏ ବୁଝାଇବ, ସମର୍କ ଫୋନ ନୁହେଁ, 

ହୃଦୟ ରୁ ହୋଇଥାଏ, 


ଏକା ଏକା ଆଉ ଭଲ, ଲାଗୁ ନାହିଁ

ତୁମବିନା କିଛି ମୋତେ, ଭାବି ମୁଁ ନ ଥୁଲି କେହି, 

ଜଣେ ମୋତେ ଭଲ ତ, ପାଇବା ଏତେ



ଘରଟିଏ ଯଦି ଭାଙ୍ଗିଯାଉଛି ତାକୁ ନସଜାଡ଼ିଲେ, ସେ ମାଟିରେ ମିଶିଯାଏ,

ସେମିତି ସମ୍ପର୍କରେ ଯଦି ଝଗଡା ହେଉଛି, କଥା ବାର୍ତ୍ତା ବନ୍ଦ କରିଦେଲେ

ସମ୍ପର୍କ ଟି ବି ମାଟିରେ ମିଶିଯାଏ ।


କାହିଁ କେତେ ବର୍ଷ ବିତିଗଲାଣି, ତତେ ଭଲ ପାଇବାର...

ହେଲେ ଆଜିବି ତୁ ଅଜଣା ଅଛି, ଠିକ୍ କାଲି ଭଳି...


ଜୀବନରେ କେହି ଯଦି ଭଲ ଲାଗେ, ତ ତାକୁ ଖୁବ ଭଲପାଅ

କିନ୍ତୁ ପାଇବା ଆଶା ରଖନି କାରଣ, ଭଲ ପାଇବା କେବେ ମରେନି

କିନ୍ତୁ ଆଶାକରି ନ ପାଇଲେ, ହୃଦୟ ଭାଙ୍ଗିଯାଏ, 

ମଣିଷ ବଞ୍ଚି ଥାଉ ଥାଉ ମରିଯାଏ ।


ଭଗବାନ, ପ୍ରେମ ବହୁତ୍ କମ୍, ଭାଗ୍ୟରେ, 

ଅପେକ୍ଷା ବହୁତ୍ ଅଧୂକ ଲେଖୁଛନ୍ତି,, 

ଠିକ୍ କହିଲି ନା,,, 

Odia SMS Text




ଭଲ ମୁଁ ତୁମକୁ ପାଇଲି ବୋଲି, ଦୁନିଆ କଲା ମତେ ପର...

ତୁମେ ଯଦି ମତେ ପର କରିଦେବ, କିଏ ବା ହବ ମୋ ଆପଣା ର..



କେହି ବି ପାଗଳ ଏତେ ବି ପାଗଳହେଉନ ଥିବେ

ଯେମିତି ମୁଁ ତୋ ପ୍ରେମରେ ପାଗଳ ହେଉଛି,,,, 



ତୋ ସହ କଥା ହେଲାବେଳେ, ମୋତେ ଏମିତି ଲାଗେ, 

ଯେମିତି ମୋ ଜୀବନର ସବୁ ଖୁସି, ତୋ ପାଖରେ ଲୁଚି ରହିଛି,


କେହି ତୁମକୁ ଦୁରେଇ ଦେଲା ବୋଲି ମନ, ଦୁଃଖ କରନି ବରଂ ନିଜକୁ ଏତିକି, ଯୋଗ୍ୟ କର, ଯିଏ ତୁମକୁ ଦେଖିବା ପରେ, ସେ ନିଜକୁ ନିଜେ ପ୍ରଶ୍ନ କରିବ କି, ମଣିଷ ଚିହ୍ନି ବାରେ ମୁଁ ଭୁଲୁ କରି ଦେଲି !,, 

No comments:

Post a Comment