Tuesday, July 11, 2023

Odia Love Shayari Text - Odia Sed Shayari

Odia Love shayari

 ପ୍ରେମ,

ହୃଦୟ ରେ ହୃଦୟ ମିଳନ,ମନ ରେ ମନ ର ମିଳନ,

ଆତ୍ମା ରେ ଆତ୍ମ ସମ୍ମିଳନ, ଶରୀର ଓ ଇଚ୍ଛା ର ମାଦକତା ଠାରୁ,

ବହୁତ ଉର୍ଦ୍ଧ୍ବ ରେ, କାମ କାମନା ର,ସୀମା ଠାରୁ ଆହୁରି ବିଶାଳ,

ପ୍ରେମର ସେ ଦିବ୍ୟ ସାମ୍ରାଜ୍ୟ ।ଖାଲି ପାଇବା ର ଆଶା ନୁହେଁ,

ଦେଇ ଦେବା ର ପ୍ରବଳ ଲାଳସା,ସେଇ ସତେ ପ୍ରେମ ପରିଭାଷା ।


ବୁଝେଇବାର ଗୋଟେ ସୀମା ଥାଏ ,,, 

ଆଉ ସହିବାର ବି ଗୋଟେ ସୀମା ଥାଏ ,

ମଣିଷ ଯେତେବେଳେ ଏ ଦୁଇଟି ସୀମା ପାର କରିଦିଏ, 

ସବୁ ସମ୍ପର୍କ ସେହିଠାରେ ହିଁ ସରିଯାଏ,


ସମ୍ପର୍କ କୁ ଭାଙ୍ଗି ଦେବା ପୂର୍ବରୁ, ନିଜକୁ ଥରେ ନିଶ୍ଚୟ ପଚାରିବ,

କି କଣ ପାଇଁ ତୁମେ ଏ ସଂପର୍କ କୁ. ଗଢ଼ିଥିଲ,



ବେଶି କିଛି ତ ଜାଣିନାହିଁ, ପ୍ରେମ ବିଷୟରେ

କିନ୍ତୁ ଯେବେ ତୁମେ ସାମ୍ନା କୁ, ଅବପାତ, 

ମୋର ସଜାନ ସରିଯାଏ,,,,


କାହିଁ କେତେ ବର୍ଷ ବିତିଗଲାଣି, ତତେ ଭଲପାଇବାର...!! 

ହେଲେ ଆଜିବି ତୁ ଅଜଣା ଅଛୁ, ଠିକ୍ କାଲି ଭଳି..!


ମୋ ଜୀବନକୁ ଆସି, ତୁମେ ମୋତେ ଏତେ ଖୁସି ଦେଲ, 

ଯେ ... ନା ମୁଁ ତୁମକ ଭୁଲି ପାରୁଛି ...

ମୁଁ ତୁମକୁ ଛାଡ଼ି ରହି, ପାରୁଛି ... !



ମଦ ଠାରୁ ମୁଁ ଦୁରେଇ ରହିବି, ଦେଇଥୁଲି ଦିନେ କଥା.. ଓ

ଆଜି ସେ ମଦକୁ ଆଦରି ନେଉଛି, 

ଭୁଲେଇବା ପାଇଁ ତୁ ଦେଇଥିବା ସବୁ କଥା..



ନା ତତେ ପାଇବାର ଓକାତ୍ ଅଛି ମୋର,ନା ହରେଇବାର ହିମତ୍..

କିନ୍ତୁ ଏ କଥା ସତ..ଯଦି ମୁଁ ଅନ୍ୟ କାହାର ହେଲି ?

ଭାବିବୁନି କି ମୁଁ ଖୁସିରେ ସମ୍ପର୍କ ଗଢ଼ିଛି, 

ସେ ସମ୍ପର୍କ ର ନାଁ ଥୁବ ମଜବୁରି...



ଏ କଥା ତ ସତ କି....... 

ଯାହା ସାଥ୍‌ରେ ପ୍ରେମ ହୋଇଥାଏ...ସେ ଯେମିତି ବି ହେଉନା କାହିଁକି

ବହୁତ ସୁନ୍ଦର ଲାଗିଥାଏ...ଓ...!! 

Love Shayari Image


🌙🌙. ଜହ୍ନ ସିନା ଭୂଲିଯାଏ ଅମାବାସ୍ୟା ରାତିକୁ, ରାତି ଭୂଲେ ନାହିଁ ଜହ୍ନ କୁ.... 

ତୁମେ ସିନା ଭୂଲିଯିବ ମତେ, ହେଲେ ମୁଁ ଭୁଲିବିନି କେବେ ତୁମକୁ...

Good Night My Love...... 


କିଏ କୁହେ ପ୍ରେମ ନିଶା ବନିଯାଏ,କିଏ କୁହେ ପ୍ରେମ କଦେଇ ଦେଇଥାଏ,

ପ୍ରେମ ଯଦି ସଚ୍ଚା ହୋଇଥାଏ,ବଞ୍ଚିବାର ସାହାରା ବନିଯାଏ...... 



ଏ ଜୀବନଟା ବହୁତ ସୁନ୍ଦର ହୋଇଥାଏ,ଓ

ଯେବେ ସାଥ୍‌ ଟି ମତଲବି ହୋଇନଥାଏ...



ଯାହା ମୁଁ ତୁମକୁ ଦେଇଛି, ତାହା ଆଉ କାହାକୁ ଦେବିନି

ମୁଁ ତୁମର ଥୁଲି, ତୁମର ଅଛି, ଆଉ କେବଳ ତୁମର ହେଇ ରହିବି.. 




ଲୋକ ତ ବହୁତ ମିଳଲେ, ହେଲେ ତାଙ୍କ ପାଖରେ ସେ ଗୁଣ ନାହିଁ, 

ଯାହା ତା ପାଖରେ ଥିଲା.... 


ଖୁସିରେ ଗଢ଼ା ଏ ଜୀବନ ମୋହର, କଣ୍ଠେଇ ସଜେଇ ଦେଲ..

ବୁଝିଲନି ଟିକେ ମନକୁ ମୋହର, ଏମିତି ନିଷ୍ଠୁର ହେଲ..

Haert Images



ତୁମରି ଉପରେ ଭରସା ରଖୁ ମୁଁ, ଆଖଲୁହ ସାକ୍ଷୀ କରି,

ଦିନ ବିତାଇଛି ଦୁଃଖର ଅଶ୍ରୁରେ, ତମ ପାଦ ଆଶ୍ରା କରି.... 


ପ୍ରକୃତ ଭଲପାଇବା ସେହି ମଣିଷ ଠାରୁ. ମିଳିଥାଏ,ଯିଏ ସମ୍ପର୍କ ଭାଙ୍ଗି ଯାଉଥିବା କଥା, ଗୁଡିକୁ ଅଣଦେଖା କରିଥାଏ ।


ନା ତତେ ପାଇବାର ଓକାତ୍ ଅଛି ମୋର,
ନା ହରେଇବାର ହିମତ୍..
କିନ୍ତୁ ଏ କଥା ସତ...
ଯଦି ମୁଁ ଅନ୍ୟ କାହାର ହେଲି ?
ଭାବିବୁନି କି ମୁଁ ଖୁସିରେ ସମ୍ପର୍କ ଗଢ଼ିଛି
ସେ ସମ୍ପର୍କ ର ନାଁ ଥୁବ ମଜବୁରି..




ବନ୍ଧୁଙ୍କୁ ମାଗିଲି ବନ୍ଧୁତା ଟିକିଏ, ବନ୍ଧୁ କରିଦେଲା ମନା..
ଆଖୁ ଖୋଲି ଯେଉଁ ସପନ ଦେଖୁଛି, ହୋଇଗଲା ସିଏ ଚୁନା.... 
Sed Shayari Images




କଥା ତ ସତ,, 

ସାଥୀ ରେ କି ଯାହା, ପ୍ରେମ ହୋଇଥାଏ

ସେ ଯେମିତି ବି ହେଉନା କାହିଁକି, 

ବହୁତ ସୁନ୍ଦର ଲାଗିଥାଏ... 



ଯଦି ମୋ ଜୀବନରେ କୌଣସି Delete ସୁଇଚ୍ ଥାନ୍ତା ?

ତ ମୁଁ କିଛି ମିଛ ସମ୍ପର୍କ,କିଛି ଅଭୁଲା ସ୍ମୃତି,

ଆଉ କିଛି ଆଶା Delete କରି ଦିଅନ୍ତି..

 

ଯେବେ ସମ୍ପର୍କ ନୂଆ ହୋଇଥାଏ,

ସେତେବେଳେ ଲୋକେ କଥା, ବାହାନା ଖୋଜନ୍ତି.. .

ଆଉ ଯେବେ ସେଇ ସମ୍ପର୍କ ପୁରୁଣା ହୋଇଯାଏ, 

ଲୋକେ ଦୂରେଇ ଯିବା ପାଇଁ, ବାହାନା ଖୋଜନ୍ତି.. 



ଭୁଲିବାକୁ ଚାହିଁଲେ ବି ଭୁଲି ମୁଁ ପାରେନା..

ପାଇବାକୁ ଚାହିଁଲେ ବି ପାଇ ପାରେନା..ଏ କେମିତି

ଖେଳ ହାଏ ବୁଝି ମୁଁ ପାରେନା..

ଜିବାକୁ କଷ୍ଟ ହୁଏ ମରିବି ପାରେନା..



ପ୍ରେମ ଯେତେବେଳେ ଯାଏ...ଦୁଃଖ ଓ କଷ୍ଟ ଦେଇକି ଯାଏ

କିନ୍ତୁ କିଛି ଶିଖେଇ ଯାଏ...

ଯାହା ମରିବା ପର୍ଯ୍ୟନ୍ତ ଭୁଲି ହେଇନଥାଏ.



କୁହନ୍ତି କାନ୍ଦିଲେ ମନ ହାଲ୍କା ହୁଏ

କିନ୍ତୁ ଦୁଃଖ କମେ ନାହିଁ,

କାହିଁକିନା ମଣିଷ ଯେବେ ଏକୁଟିଆ ବେଳେ କାନ୍ଦେ

ପ୍ରଶ୍ନ ସେ ନିଜକୁ ନିଜେ କରିଥାଏ

ଆଉ ଉତ୍ତର ବି ନିଜେ ହିଁ ଦେଇଥାଏ ।

Shayari Images




🌹ଗୋଲାପ ଫୁଲକୁ ଭଲ ପାଉଥିଲି,

କଥା, ମାଡ, ଗାଳି ସହିତ

ସେହି ପ୍ରେମ ଆଜି ମଉଳି ଯାଇଛି,

ମନର ଶରଧା ନାହିଁ । 



ସବୁ ପ୍ରଶ୍ନର ଯେ ଉତ୍ତର ପୂବ ଏମିତି

କିଛି ମାନେ ନାହିଁ ।

ସବୁ ଯନ୍ତ୍ରଣାର ଯେ ଉପଚାର ଥୁବ

ଏମିତି କୋଉଠି ଲେଖା ନାହିଁ ।

କେବଳ ମନକୁ ବୁଝିପାରୁଥିବା

ବନ୍ଧୁଟିଏ ଲୋଡ଼ା ଜୀବନରେ ଆଉ

( କିଛି ଦରକାର ନାହିଁ) 



ବର୍ଷା'

ଶ୍ରାବଣର ଛିଟା ସ୍ବପ୍ନ ପରି, 

ଅଦିନ ବର୍ଷାରେ ଆଜି, 

ଭିଜେ.... 

ଯେତେ ଦୂରେ ତୁମେ

ଥିଲେ.... 

ମୋ ମନ ତୁମକୁ ହିଁ

ଖୋଜେ !!..... 




ଜିବନ ସାଥ୍

ଦିନେ ନା ଦିନେ ସମସ୍ତଙ୍କୁ ମିଳେ

ହେଲେ ମନର କଥା ଆଉ

ହୃଦୟ ର ଭାଷା ବୁଝି ପାରୁଥିବା

ଜିବନ ସାଥ୍

ଭାଗ୍ୟରେ ଥିଲେ ମିଳେ |


ମୋ ଜୀବନକୁ ଆସି

ତୁମେ ମୋତେ ଏତେ ଖୁସି ଦେଲ

ଯେ ... ନା ମୁଁ ତୁମକ ଭୁଲି

ପାରୁଛି ...

ନା ମୁଁ ତୁମକୁ ଛାଡ଼ି ରହି

ପାରୁଛି ..... 



ପ୍ରଥମ ଦିନର ପ୍ରଥମ ପରଶେ

ମନରେ ଭରଷା ଦେଇ,

ତୁମରି ଉପରେ ରଖୁଛି ବିଶ୍ବାସ

ଭୁଲି ମୁଁ ପାରିବି ନାହିଁ ।

ବିଶ୍ବାସ ର ଡୋର କେତେଯେ କଠିନ

ଛିଣ୍ଡାଇ ପାରେନା କେହି,

ଥରେ ଢିଲା ହେଲେ ସବୁ ହଜି ଯାଏ

ଯୋଡି ତ ହୁଅଇ ନାହିଁ ।

ଆଜି ଆଉ ଥରେ ତୁମ ବିଶ୍ବାସରେ

ଜୀଇଁବାକୁ ମନ ହୁଏ,

ଜୀଇଁ ରହି ଥ୍ବି ତୁମରି ବିଶ୍ବାସେ

ତୁମ ଭରଷା କୁ ନେଇ ।

ତୁମେ ମୋର ପ୍ରୀୟ ମୋର ଜୀବନର

ତୁମେ ମୋ ଜୀବନ ସାର,

ତୁମ ବିନା ଆନ ନାହିଁ ଏ ସଂସାରେ

ତୁମେ ପ୍ରୀୟତ୍ତମ ମୋର... 












No comments:

Post a Comment