Saturday, July 15, 2023

Odia Love Shayari idea - images Shayari Text





ମୋତେ ତୁମ ଓଠର. ମଧୁରତା ପିଇବାକୁ ଦିଅ, 
ଏବଂ ମଦ୍ୟପାନ କରିବା, 
ପରେ ତୁମ କୋଳ ରେ ଶୋଇବାକୁ ଦିଅ....... 







 ଜୀଇଁ ବାକୁ ଚାହୁଁଚି ମୁଁ ତୁମ ରି ସାଥିରେ ମରିବାକୁ ଚାହୁଁଛି ମୁଁ ତୁମ ରି ସାଥିରେ ହଜି ବାକୁ ଚାହୁଁଚି ମୁଁ ତୁମରି ପ୍ରେମରେ.... 






ଆକାଶ ଯେମିତି ମେଘକୁ ଭଲ ପାଏ 
ମେଘ ଯେମିତି ବର୍ଷା କୁ ଭଲ ପାଏ, 
ସାଧବ ବୋହୁ ଯେମିତି ମାଟି କୁ ଭଲ ପାଏ. 
ତା ଠାରୁ ବି ଅଧିକ ମୁଁ ତୁମ କୁ ଭଲ ପାଏ. 


କେବଳ ତୁମେ ମୋତେ କେବେ
 ନିଜର ବୋଲି ଭାବି ନ ଥିଲୀ
ଆଜି ବି ଦୁନିଆ ମୋତେ ତୁମର,
 ପ୍ରେମୀ କା ବୋଲି କହି ଥାଏ..... 




I love you. 
ତୁମ ବିନା ଏ ଜୀବନ. 
କିଛି ବି ନୂହେଁ. 
କାହିଁକିନା ମୋ ଜୀବନ. 
ହିଁ ତୁମ ତୁମେ..... 




 ଫଗୁଣ ନେଇ ଆସିଲ. 
ମୋ ଜୀବନେ...... 
ହସ ଖୁସି ରେଲକ୍ଷେ ଗଲା ପୁରୀ.. 
ଭାଗବାନ କୁ ଏତିକି ପ୍ରାର୍ଥନା. 
ମୋ ଭଲ ପାଇବାକୁ ନ.. 
ଲାଗୁ ନଜର କାହାରି...... 
ଭଲ ପାଏ ତୋତେ ମୁଁ ଭଲ ପାଉଥିବି. 
ଛାତି ରୁ ନିଶ୍ଵାସ ସରିବା ଯାଏ. 
ଗୋଟେ ଜନ୍ମ ନୂହେଁ ସବୁ ଜନ୍ମ ପାଇଁ. 
ମୁଁ ତୋର ହେବାକୁ ଚାହେଁ ଆଇ ଲଭ ୟୁ. 
ଧନ ମୁଁ ତୁମ କୁ ବହୁତ ଭଲ ପାଏ.... 




 ଭଲ ସାଥୀ ଟିଏ ମିଳି ଗଲେ. ଲମ୍ବା ରାସ୍ତା ବି. 
ଛୋଟ ହୋଇ ଯାଏ ଦୁଇ ଦିନ ର  ଜୀବନ ବି ସହ ସହ ବର୍ଷ ଧରି ଆମର ହୋଇଯାଏ..! 




ତୋତେ କେତେ ଭଲ ପାଏ, 
ପାରେନା ମୁଁ କହି. ଆଉ କିଏ. ଚାହିଁ ଦେଲେ ତୋତେ. 
ପାରେନା ମୁଁ ସହି. 
ଆଇ ଲଭ୍ ୟୁ ଧନ. ଦିୱାନା ହେଲି ତୋ ରୀ ପାଇଁ.... 



ଆଖି ରେ ଆଖିରେ ହେଲା ପରିଚୟ.. 
ପ୍ରେମ ହେଲା ନୂଆ ନୂଆ. 
ଲେଖେ ମୁଁ କବିତା ତୁମ ନାମେ କେତେ ପ୍ରିୟା. 
ଜହ୍ନ  ଆଲୋକ ରେ......... 





କୂଆଁର ସବୁ ଠାରୁ ସୁନ୍ଦର ଉପହାର. 
ଆମ ଜୀବନ ସାଥି ହୋଇଥାନ୍ତି. 
ଯାହା ପଇସା ରେ ନୂହ ବରଂ. 
ଭାଗ୍ୟ ରେ ଥିଲେ ମିଳିଥାନ୍ତି.
 ଆଉ ମୋତେ ମୋ ଜୀବନ ର ସେଇ ଦାମୀ ଉପହାର ତୁମ ରୂପ ରେ ମିଳି ସାରିଛି.. 





ଆମ ଭଲ ପାଇବା ରେ କାହାର. 

ନଜର ନ ଲାଗୁ. ଭଗବାନ କରନ୍ତୁ. 

ଆମ ଭଲ ପାଇବା. 

ସବୁ ଦିନ ଏମିତି ରହି ଥାଉ.... 







ଜୀବନ ସାଥି ସମସ୍ତ କୁ. 
ମିଳନ୍ତା ମନ ର କଥା କୁ. 
ବୁଝି ପାରୁଥିବା. 
ଜୀବନ ସାଥି. ଭାଗ୍ୟ ରେ ଥିଲେ ମିଳେ... 





ହୃଦୟ ରେ ଅଛୁ ତୁ ସ୍ଵତନ ରେ ଅଛୁ ତୁ.. 
ଆଖି ରେ ଅଛୁ ତୁ ସ୍ଵପ୍ନ ରେ ଅଛୁ...... 












ତୁମ ପାଦ ରେ ପାଦ ମିଶେଇ ଚାଲି ବି 

ସାରା ଜୀବନ.... 

ତୁମ ଦେହ ମିଶେଇ ରହିବି ସବୁ ଦିନ... 





ମୋତେ ତୁମ ଓଠରେ. ଚୁମ୍ବନ ଦେବା କୁ ଦିଅ. 
ତୁମ ର ହୃଦୟ ହେବାକୁ. ତୁମ ର ନିଶ୍ୱାସ ଅନୁଭବ. 
କରିବା କୁ ଦିଅ. My ଡିୟର. 





ତୁମ କୁ ଭଲ ପାଉ ଥିଲି. ତୁମ କୁ କହିଥିଲି କିନ୍ତୁ. 

କେବେ ବି ମୋର. 

ଅଧିକା ର ପ୍ରକାଶ କରି ନ ଥିଲି  ତୁମ ଠାରୁ ଦୁରରେ.

ରହି ମୁଁ ବହୁତ କାନ୍ଦିଲି କିନ୍ତୁ ତୁମ କୁ କେବେ ବି.

ହଇରାଣ କରିନଥିଲି........






ଯଦି ତୁମେ ମୋ  ହୃଦୟ ଯନ୍ତ୍ରଣା ଭଳି, ରହିଥାଅ. 
ଯଦି ତୁମେ ହୃଦସ୍ପନ୍ଦନ ପରି ବଞ୍ଚିଥାନ୍ତ, 
ଜୀବନ ଅଲଗା ହୋଇଥାନ୍ତା..... 





Odia Shayari Text

ତୁମ କୁ ଭଲ ପାଇବା ମୋର ଜିଦ୍. ଏବଂ ମୁଁ ବହୁତ ଜିଦ୍..... 





ଯାହା କୁ ଆମେ ସମ୍ମାନ କରୁ. 
ସେ ମାନେ ଆମ କୁ ଅସହାୟ. ମନେ କରନ୍ତି.... 







ଯଦି କେହି ମୋ ଉପରେ ରାଗି ଯାଏ. ମୁଁ ଦୁଃଖ 
ଯଦି ମୁଁ ତୁମ କୁ ମନେ ପକାଇ ପାରିବି ନାହିଁ. 
ତେବେ. ମୁଁ ତୁମ କୁ ହୃଦୟ ରୁ ଭୁଲି ପାରିବି ନାହିଁ. 
କିନ୍ତୁ ଯଦି ମୋର ହୃଦୟ ସ୍ପନ୍ଦନ ବନ୍ଦ ହୋଇ ଯାଏ. 
ତେବେ ମୁଁ ଦୁଃଖୀ ତ.. 





ମୋ ଭଲ ପାଇବା ସବୁଦିନ ତୁମ ପାଇଁ
 ରହିଥିବ. କାରଣ ମୁଁ 
ତୁମ ରୂପ ଆଉ ଚେହେରା ଠାରୁ 
ତୁମ ମନ ଆଉ ହୃଦୟ କୁ 
ବେଶୀ ଭଲ ପାଏ.. 




ଯଦି ତୁମେ ମୋ ହୃଦୟରେ ଯନ୍ତ୍ରଣା ପରି ରହିଛ.

ଯଦି ତୁମେ ହୃଦସ୍ପନ୍ଦନ ପରି ବାଛିଥାନ୍ତ. ତେବେ 

ଜୀବନ ଅନ୍ୟ କିଛି ହୋଇ ଥାନ୍ତି. 

No comments:

Post a Comment