Monday, July 17, 2023

Odia Shayari Copy Paste - Sed Shayari Text




ମୁଁ ତା କଲ୍ କୁ ଏଠି wait କରିଛି. 
ହେଲେ ସେ ସେଠି ଆଉ କାହା କୁ 
 ଖୁସି କରି ବାର ବେଷ୍ଟ.... 





ମୁଁ ତା ରୂପ କୁ ନୂହେଁ. ତା ଗୁଣ କୁ ଭଲ ପାଉଥିଲି. 
ହେଲେ ତା ଗୁଣ ଏତେ ବଢି. 
ଯିବ ଏବେ ଜାଣିଲି.......... 







Odia Shayari Text

ମୁଁ ତ ତାକୁ ଭରସା କରି ଥୀଲି. ମୁଁ ତ ତାକୁ 
ବିଶ୍ୱାସ କରିଥିଲି. ହେଲେ ସେ ମୋ ଭରସା. 
ବିଶ୍ୱାସ  ଆଉ ଶେଷ ରେ. 
ମିଛ କହିବ ବୋଲି ପରେ ଜାଣିଲି. 







Text


ତୁ ସେଇ ଦିନ ମୋ କଥା ଭାବୁବୁ. ଯୋଉ ଦିନ
 ତୁ ମୋ ଭରସା. ଯେମିତି ଭାଗୀ ଲୁ ଠିକ୍ ସେମିତି
 ଆଉ କିଏ ତୋ ଭରସା ଭାଗୀ ବା...... 





Odia Shayari Text

ମୋର ବହୁତ୍ ଇଚ୍ଛା ଥିଲା ତୋ ସହିତ 
ରହିବା ପାଇଁ.. 
ହେଲେ ତୋ ର ଆଉ କାହା 
ସହିତ ରହିବା ପାଇଁ ଇଚ୍ଛା.. ଥିଲା.... 



















ମୁଁ ଯୋଉ ସୁଖ ଚାହିଁଲା  ସେ ସୁଖ ଦେଲି. 
ମୁଁ ନିଜେ ଦୁଃଖ ରେ ରହି. 
ତାକୁ ଖୁସି କରିଲି ହେଲେ ପରେ. 
ସେ ଆଉ କାହା କୁ ଖୁସି ଦେଲା









ମୋ ର ଏତେ ଦିନ ଭଲ ପାଇବା କୁ ଛାଡି. 
ମୁଁ ତତେ ଏତେ ଖୁସି ରଖିଲା ପରେ. 
ତୁ ଆଉ କାହା ପାଖରେ ସୋଇଲୁ ତୋର. 
ଟିକେ କି ମୋ କଥା ମନେ ପଡ଼ିଲା ନି. 


Odia Shayari Text SMS images


ମନ ରେ ବହୁତ୍ କଥା ଅଛି.
 ହେଲେ ଶୁଣି ବା. 
ବାଳା ପାଖରେ Time ନାହିଁ.... 





Odia Shayari Text SMS images

ଗୋଟେ କଥା କହିବି. 
ତୋ ଜୀବନ ରେ ତୁ କେବେ. 
ଶାନ୍ତି ରେ ପାରି ବୁଣି.. 




ମୋତେ ଛାଡ଼ିକି. 
ସେ ଏବେ ଆଉ କାହା ସହ. 
କଥା ହେବା ଆରମ୍ବ କଲାଣି. 






ସେ କଥା ତୁ କହିଲୁ. 
ତତେ ଭଲ ପାଇ ମୁଁ ଭୁଲ କରିଛି. 
ନା ମୋତେ ଭଲ ପାଇଁ ତୁ ଭୁଲ କରି ଛୁ . 



ମୋର ବି ଦିନେ ଏମିତି ଦିନ ଆସିବ. 
ଗୋଲାପ ପରି ଗୋଟି ହସୁଥିବା. 
ଚେହେରା ଦିନେ ଝାଉଳି ଯିବ.... 




ଯେତେ ବେଳେ ତା ପାଖରେ କେହି ନଥିଲେ. 
ସେତେବେଳେ ତାର ମୁଁ ଜରୁରୀ ଥିଲି
ଯେତେ ବେଳେ ମୋର ଜରୁରୀ ସେ ହେଲା. 
ତାର ନିଜ ରୁପ ଦେଖେଇ ଦେଲା 



ତୁମ ସହ କଥା ହେବା ପାଇଁ ଯାହା ପାଖରେ ଟାଇମ. 
ନାହିଁ ତୁମ କୁ ତୁମ family କୁ. 
time ସେ ଦେବ କେମିତି 
ସେମିତି ପିଲା ପାଖରୁ ଦୁରେଇ ଯାଓ






ମୁଁ ଭାବି ଥିଲି ମୋ ପାଇଁ. 
ତୁ ସବୁ ଛାଡ଼ିଛୁ ବୋଲି ହେଲେ ପରେ. 
ଜାଣିଲି ସେ ଭୁଲ୍ ତୁ ନୂହେଁ ମୁଁ କରିଛି ବୋଲି 








ତୁ ବଦଲୀ ଯିବୁ ବୋଲି ଜାଣି ଥିଲି ହେଲେ 
ଏତେ ଜଲଦି ବଦଲୀ
 ଯିବୁ ବୋଲି ଜାଣି ନ ଥିଲି 







ଦୁନିଆ ରେ ସବୁ ଠାରୁ ବଡ଼ ଭୁଲ ହେଲା Love 








ଦିନ କୁ ଯେମିତି ରାତି ଯରୁରୀ. 
ମୋତେ ଦିନେ ତୁ ବି ମୋର ଯରୁରୀ ଥିଲୁ. 
ଆଉ ନୂହେଁ.... 






ଆରେ ତୁ କଣ ଭାବୁଛୁ ମୁଁ ଖୁସି ରେ ଅଛି. 
ଆରେ ମୋର ତ ସେଇଦିନୁ ଲୁହ. 
ଝରୁଛି ଯେବେ ତୁ ମୋ ରାଣ ଖାଇ ମିଛ 
କହିବା ଆରମ୍ବ କଲୁ.... 






ତୋ ଖୁଶି ପାଇଁ ମୁଁ ମୋ ଖୁସି ଛାଡି. 
ଦେଲି ହେଲେ ତୋ ଖୁସି time ଯେବେ ଆସିଲା. 
ତୁ ମୋ ତେ ଛାଡି ଦେଲୁ








ତା ର ଯଦି ମୋ ପତି ଏତେ. 
ଭଲ ପାଇବା ସେ କଥା ନହେଲେ ପାଇଁ. 
                           ବାହାନା କରନ୍ତା ନି.... 







ମୁଁ ସିନା ତ ପାଇଁ ପାଗଳ ତା ର ଟିକେ କଲ୍ ପାଇଁ. 
ଦିନ ସାରା ଚାହିଁ ରହି ଲି ହେଲେ. 
ସେ ଆଉ କାହା କୁ ଖୁସି ଦେବାରେ ବେଷ୍ଟ.



No comments:

Post a Comment